#BSKY_କାର୍ଡ_ଥାଇ_ବି_କାମରେ_ଆସୁନି
କାମରେ ଆସୁନି ବିଜୁ ସ୍ବସ୍ଥ୍ୟା କାର୍ଡ। ଚିକିତ୍ସା ପାଇଁ ମେଡିକାଲ ଗଲେ ଫେରାଇ ଦେଉଛନ୍ତି ମେଡିକାଲ କର୍ତ୍ତୁପକ୍ଷ । ଫଳରେ ହୋଇ ପାରୁନି ଚିକିତ୍ସା। ଅନୁଗୋଳ ଛେଣ୍ଡିପଦାରୁ ଆସିଛି ଏଭଳି ଅଭିଯୋଗ।
#Angul #chhendipada #BSKYcard #allegations #medicaltreatment #bijuhealthcard #ArgusNews